ସମ୍ବଲପୁର ସର୍କଲ ଜେଲ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ।

ସମ୍ବଲପୁର,(ବସୁନ୍ଧରା): ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ ଅଧିକ୍ଷକ । ନିଶାସକ୍ତ ଅବସ୍ଥାରେ ୱାର୍ଡର ୨ ସହକର୍ମୀଙ୍କୁ ବାଡେଇ ଥିବା ଅଭିଯୋଗ ହୋଇଥିଲା । କାଲି ବଚସା ପରେ ନିଶାସକ୍ତ ୱାର୍ଡର ଆକ୍ରମଣ କରିଥିବା ସହକର୍ମୀ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.