ପଥର୍ଲା ଶୈବପିଠରେ ବୈଷ୍ଣବ ରୀତୀରେ ବିବାହକଲେ ନବଦମ୍ପତି

କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ଜିଲ୍ଳା କେସିଙ୍ଗା ଵ୍ଳକ ଅଧିନସ୍ଥ ପଥର୍ଲା ଶୈବପିଠରେ ଵୈଷ୍ଣବ ନୀତିକାନ୍ତି ଅନୁସାରେ ନଵଦମ୍ପତୀଙ୍କ ବିବାହ ହୋଇଥିଲା ଵରପାତ୍ରଙ୍କ ଘର ମଦନପୁର ରାମପୂର ବ୍ଳକ ଖଲୀଆପାଲୀ ଗ୍ରାମର ବରପିତା ବୃନ୍ଦାବନ ବିହାରି ଦାସ ଜଣେ ଶ୍ରୀକୃଷ୍ଣ ପ୍ରେମୀ ହୋଇଥିଵାରୁ ବୈଷ୍ଣବ ଭକ୍ତିରେ ବୁଡ଼ିରହି ଶ୍ରୀଶ୍ରୀ ବଜେନ୍ଦ ନନ୍ଦନ ନନ୍ଦନ ଶ୍ରୀକୃଷ୍ଣ ଚରାଣାରବିନ୍ଦେ ଆଶ୍ରୟ ରତରହିଥିବାବେଳେ ବରପାତ୍ରଙ୍କ ମଧ୍ୟ ଶ୍ରୀକୃଷ୍ଣ ପ୍ରେମରେ ରହିଥିବାରୁ ବୈଷ୍ଣବ ରିତିରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ କେସିଙ୍ଗା ବ୍ଳକ ଅଧିନସ୍ଥ ଭମରମାଲ ପଥର୍ଲା ଗ୍ରାମର କନ୍ଯା ପିତା ଜଣେ ଜଗନ୍ନାଥ ପ୍ରେମୀହୋଇଥିଵାରୁ ଉଭୟଙ୍କ ମଧ୍ୟରେ ଵନ୍ଧୁତା ସ୍ଥାପନହୋଇଥିଲା ବରପାତ୍ର ଆୟୁଷ୍ମାନ ଔରେଶ୍ୱର (ଅଭିନାଷ)ର ଆୟୁଷ୍ମତୀ ବିଣାପାଣୀ (ରିଙ୍କି) ସହିତ ଭମରମାଲ ପଥର୍ଲା ଶ୍ରୀଶ୍ରୀ ବିଶ୍ୱନାଥ ମହାପ୍ରଭୁଙ୍କ ଶୈବପିଠ ଠାରେ ତା ୧୪/୨/୨୦୨୧ ରିଖ ରଵିବାର ରାତ୍ରି ୧୦/ ୫୦ ମି ମଧ୍ୟରେ ପୈରହିତ ଲଘୁକେଷଵ ଦାସଙ୍କ ଭୁବନେଶ୍ୱର ପ୍ରେରଣାରେ ବିବାହକାର୍ଯ୍ୟ ସମପନ ହୋଇଥିଲା ।

ଊକ୍ତବିବାହରେ ଉପସ୍ଥିତ ବୈଷ୍ଣବ ଭକ୍ତ ଗୋବିନ୍ଦ ରାମ ଦାସ ମଧୁମଙ୍ଗଳ ଗୈର ଦାସ ଜଗନ୍ନାଥ ଦାସ ସମେତ ଅନେକ ଵୈଷ୍ଣବ ଭକ୍ତ ବିବାହ ସମୟରେ ଉପସ୍ଥିତରହି ହରିହରଙ୍କ ଜୟଧୁନୀ ସହିତ ହରେକୃଷ୍ଣ ହରେରାମ ମହାମତ୍ରରେ ଖୋଲ ମୃଦଙ୍ଗ କରତାଲୀ ସହିତ ରାଧାକୃଷ୍ଣ ପ୍ରେମରେ ହଜିଯାଇ ଥିଲେ ବୈଷ୍ଣବ ଭକ୍ତସହିତ ଵରପଖ୍ୟ ଓ କନ୍ୟାପଖ୍ୟ ଆନନ୍ଦରେ ହରିବୋଲ ହୁଳହୁଳି ଦେଇ ନବଦମ୍ପତୀଙ୍କ ଶୁମଙ୍ଗଳ କମନାପାଈ ହରିହରଙ୍କ ନିକଟରେ ଆଶୀର୍ବାଦ ଲୋଡ଼ିବା ସହିତ ରାତ୍ରି ୨/୫ ସମୟରେ ନଶଦମ୍ପତୀଙ୍କୁ ବିଦାୟ ଦେଇଥିଲେ । କେସିଙ୍ଗାରୁ ନୃପରାଜ ସାହୁଙ୍କ ରିପୋର୍ଟ

Leave A Reply

Your email address will not be published.