କଳାହାଣ୍ଡି, (ବସୁନ୍ଦରା):କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଧିନସ୍ଥ ପଥର୍ଲା ଶୈବପୀଠରେ ବୈଷ୍ଣବ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା ଉକ୍ତ ଵିବାହରେ ବରପାତ୍ର ମଦନପୁର ରାମପୁର ଖଲୀଆପାଳୀ ଗ୍ରାମର ଆୟୁଷ୍ମାନ ଔରେଶ୍ୱର (ଅଵିନାଶ)ର୍ ଶୁଭଵିବାହ ଆୟୁଷ୍ମତୀ ବୀଣାପାଣି (ରିଙ୍କି) ସହିତ ଭପଥର୍ଲା ଶ୍ରୀ ଶ୍ରୀ ଵିଶ୍ୱନାଥ ଶୈଵପିଠ ଠାରେ ତା୨୪/୨/୨୦୨୧ ରିଖ ରବିବାର ରାତ୍ରି ୧୦/୫୦ ମି ମଧ୍ୟରେ ବିବାହ ଶମପନ ହୋଇଥିଲା ।

ଉକ୍ତ ବିବାହ ସମୟରେ ହରି ହରଙ୍କ ଜୟଧୁନୀ ସହିତ ହରେକୃଷ୍ଣ ହରେରାମ ମହାମନ୍ରରେ ସମସ୍ତଙ୍କୁ କରତାଲୀ ସହିତ ନାଚ ଗୀତ ଦେଖି ଵାକୁ ମଳିଥିଲା ଓ ବିଵାହରେ ଉପସ୍ତିତ ପୁରୁଷ ମହିଲା ମାନଙ୍କ ଶ୍ରଧା ସାନ୍ତିରଲହରୀ ୟଦେଖୀବାକୁ ମୀଳିଥିଲା।
କେସିଙ୍ଗାରୁ ନୃପରାଜ ସା୍ହୁଙ୍କ ରିପୋଟ