ୟୁଥଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାଙ୍କୀ,(ବସୁନ୍ଧରା):ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ବିର ଯବାନଙ୍କୁ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ୟୁଥଫର ଆକ୍ସନ ପରିବାର ପକ୍ଷରୁ କଳାପଥର ଗ୍ରାମର ଆରାଦ୍ଧ୍ଯ ଦେବ ଶ୍ରୀ ଶ୍ରୀ ବାବା କପିଳେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ନିଆରା ଢଙ୍ଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସରୁପେ ପାଳନ କରାଯାଉଥିବା ବେଳେ ଆଜିର ଯୁବପିଢି ଏହାକୁ ସହିଦ ଦିବସ ରୁପେ ପାଳନ କରିଛନ୍ତି।

Leave A Reply

Your email address will not be published.