ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଅଗ୍ନିକାଣ୍ଡ।

ଭୁବନେଶ୍ୱର,(ବସୁନ୍ଧରା): ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଅଗ୍ନିକାଣ୍ଡ ।ବଟାନିକାଲ ଗାର୍ଡେନ ର ଜଙ୍ଗଲିଆ ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରୁଛନ୍ତି ବାରଙ୍ଗ ଅଗ୍ନିଶମ କର୍ମଚାରୀ । ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଭୋଜିକରୁଥିବା ବେଳେ ଭୋଜିପିଣ୍ଡି ରୁ ନିଆଁ ବ୍ୟାପିଥିବା ର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.