ରାଜ୍ୟରେ ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଭୁବନେଶ୍ୱର(ରାଜ୍ୟକାହାଣୀ): ରାଜ୍ୟରେ ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଆଜି ସୁଦ୍ଧା ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଛି ।

୮୯୯୬.୮୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ପ୍ରଦାନର ବ୍ୟବସ୍ଥା ହୋଇଛି । ଏନେଇ ଟ୍ୱିଟ କରି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 + 17 =