ଜଣେ ଯୁବକର ଟ୍ରେନ ଲାଇନରେ ମୁଣ୍ଡ କଟି ମୁର୍ତ୍ୟୁ।


କଳାହାଣ୍ଡି,(ବସୁନ୍ଧରା ): କଳାହାଣ୍ଡି ଜିଲ୍ଲା ସିରୋଲ ରେଲ ଫାଟକ ନିକଟ ରେଳ ଧାରଣାରେ ମୁଣ୍ଡଗଣ୍ଡି ଅଲଗା ହେଇଥିବା ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ମୃତ ଯୁବକ ର ପରିଚୟ ମିଳିନାହିଁ । କିନ୍ତୁ ସନ୍ଧେହ ର ବିଷୟ ଏହି ଘଟଣାଟି ହତ୍ୟା ନା ଆତ୍ମ ହତ୍ୟା ଜଣାପଡିନାହିଁ । ପରବର୍ତ୍ତୀ ସମୟରେ ପୋଲିସ ତଦନ୍ତ ପରେ ଘଟଣା ର ଉଚିତ୍ ଜଣାପଡ଼ିବ ବୋଲି ଆଶା ଅଛି ଜନସାଧାରଣରେ ।
କେସିଙ୍ଗା ରୁ ନୃପରାଜ୍ ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.