କଳାହାଣ୍ଡି ,(ବସୁନ୍ଧରା):ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡ଼ା ମଣ୍ଡି ରେ ଦୀର୍ଘ ଦୁଇ ମାସ ହେବା ଧାନ ବିକ୍ରୀକୁ ନେଇ ଅସୁବିଧା ସାମ୍ନା କରୁଥିଲେ ଅଞ୍ଚଳର ଚାଷୀ। ଏହି ସମୟରେ କୋୖଣସି ନେତା ମନ୍ତ୍ରୀ ଙ୍କ ଦେଖା ନାହିଁ, ହେଲେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ନିଆଲ ଙ୍କ ଗସ୍ତ ରେ ମଣ୍ଡି ଚଳଚଞ୍ଚଳ ହେଇ ଉଠିଛି,

କରଲାପଡା ମଣ୍ଡି ଗସ୍ତ ରେ ଚାଷୀଙ୍କ ଅଭିଯୋଗ ଥିଲା ତାଙ୍କ ଜରିଆରେ ଜିଲ୍ଲାପାଲ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ ଦରଖାସ୍ତ ଦେଇଥିଲେ ,ଫଳରେ 24ଘଣ୍ଟା ଭିତରେ 6000 କୁଇଣ୍ଟାଲ ଧାନ ନେବାର ପ୍ରକ୍ରିୟା ଆରମ୍ଭ ହେଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ହେଇଛି ଅଞ୍ଚଳ ର ବୁଦ୍ଧି ଯିବି ମହଲ ରେ ଶ୍ରୀଯୁକ୍ତ ନିଆଲ ଙ୍କୁ ପ୍ରଶଂସା ର ଶ୍ରେୟ ଛୁଟିଛି ।