ପ୍ରତାପ ଦେବଙ୍କୁ ପିପିଲି ପର୍ଯ୍ୟବେକ୍ଷକ ଦାୟିତ୍ୱ

ପିପିଲି(ବସୁନ୍ଧରା)ପିପିଲି ଉପନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପଦବୀ ଖାଲି ପଡିଛି । ଖୁବଶୀଘ୍ର ପିପିଲି ଉପନିର୍ବାଚନର ତାରିଖ ପ୍ରକାଶ ପାଇବ ।

Leave A Reply

Your email address will not be published.