କନ୍ଧମାଳ ଜିଲ୍ଲା ପାଇଁ ୧୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି:ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

କନ୍ଧମାଳ,(ବସୁନ୍ଧରା): ୨୦୨୦-୨୧ ବର୍ଷ ପାଇଁ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୬ କୋଟି ଟଙ୍କାର ୧୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ୧୪୯ଟି ରାସ୍ତା, ୧୧ଟି ପାନୀୟ ଜଳ ଓ ୨ଟି ବିଦ୍ୟୁତ ପ୍ରକଳ୍ପର ବିକାଶ ହେବ । ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ୬ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକଳ୍ପ ମଞ୍ଜୁରି ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nine − two =