ଜିଲ୍ଲା ପ୍ରଶାସନ ତରଫରୁ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ।


ଢେଙ୍କାନାଳ,(ବସୁନ୍ଧରା):ଢେଙ୍କାନାଳ ଜିଲ୍ଲା ର ଜିଲ୍ଲା ପ୍ରଶାସନ ତରଫରୁ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ମଧ୍ୟରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲା ର ଜିଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ମହୋଦୟ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ରାଜ୍ୟର ବିଭିନ୍ନ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ । କରନା ଯୁଦ୍ଧ ରେ ନିଜ ଜିବନଙ୍କୁ ପଛକରି ଯେଉଁମାନେ ନିଜ ଜୀବନ କୁ ଉସ୍ଛାର୍ଗୀକୃତ କରିଛନ୍ତି ସେମାନଙ୍କୁ କରନା ଯ୍ୟୋଧା ରୂପେ ଘୋଷଣା କରି ସଂମାନିତ କରିଥିଲେ । ଜିଲ୍ଲାପ୍ରଶାସନ ତରଫରୁ ରକ୍ତ ଦାନ କ୍ୟାମ୍ପ ଅନୁଷ୍ଠିତ କରାଯାଇଥିଲା ।

ଢେଙ୍କାନାଳରୁ ରଞ୍ଜିତ ବେହେରା।

Leave A Reply

Your email address will not be published.