ଭବାନୀପାଟଣାରେ ବ୍ଲକ ସ୍ତରିୟ କ୍ରିକେଟ ମ୍ୟାଚରେ ତୁର୍ଫି ବିଜୟ।

କଳାହାଣ୍ଡି,(ବସୁନ୍ଧରା):ଭବାନୀପାଟଣା ବ୍ଲକ ଜିଲ୍ଲାପରିଷଦ ଜୋନ-୨ ତୁର୍ଫି ଓ କୋକୋଡ଼ମାଲ ମଧ୍ୟରେ ଚାଲିଥିବା ମ୍ୟାଚ ରେ ତୁର୍ଫି ବିଜୟ ଲାଭ କଲା ଉକ୍ତ କାର୍ଯ୍ୟକ୍ରମ ରେ ଭବାନୀପାଟଣା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅନାମ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ।

ଆମର ମାଟି ଆମର ଦାବି ଯୁବ ସଂଗଠନ ର ସଭାପତି ଶ୍ରୀଯୁକ୍ତ ନୀଳମ୍ବର ସାହୁ ଅନ୍ୟତମ ଅତିଥି ସରପଞ୍ଚ ଛେଳିଆମାଲ ପଞ୍ଚାୟତ ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ଆୟୋଜକ ସଭାପତି ତୁରଙ୍ଗ ବାଗ ସଂପାଦକ ଟଙ୍କ ମାଝୀ,ରୋମାନ ବେମାଲ , ଗୁଲେକ ଯାନୀ ,ହେମନ୍ତ ମାଝୀ, ଭୁପେନ ମାଝୀ ,ସୁଜନ ମାଝୀ, ଦାସ ବେମାଲ ,ରାଜେଶ ମାଝୀ, ପ୍ରଶାନ୍ତ ବେମାଲ ,ପ୍ରଦୀପ କଟା ପ୍ରମୁ ସହଯୋଗ କରିଥିଲେ।

ମୁଖ୍ୟ ଅତିଥି ବିଜୟ ଦଳ ତୁର୍ଫି କୁ ୨୦ ୦୦୦/-ଓ ପରାଜିତ କୋକୋଡ଼ମାଲ ଦଳ କୁ ୧୦ ୦୦୦/-ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ସମ୍ମାନିତ ପ୍ରତିଶୃତି ଦେଇ କହିଲେ ଅଞ୍ଚଳ ର ବିକାଶ ପାଇଁ ଯୁବ ସଂଗଠନ ର ଉପ-ସଭାପତି ଶ୍ରୀ ଅରବିନ୍ଦ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ପ୍ରଚେଷ୍ଟା ଜରିରଖିଛନ୍ତି ।
କଳାହାଣ୍ଡିରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.