ଭୁବନେଶ୍ୱର(ବସୁନ୍ଧରା) ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭା । ଅନଲାଇନରେ ବିଧାୟକମାନେ ପ୍ରଶ୍ନ ପଚାରିବେ ଓ ଉତ୍ତର ପାଇବେ । ବିଧାୟକଙ୍କ ମୋବାଇଲକୁ ପ୍ରଶ୍ନର ଉତ୍ତର ଯିବ । ନାଭା ଆପ୍ ଜରିଆରେ ଅନଲାଇନର ସବୁ କାର୍ଯ୍ୟ ହେବ । ବିଧାନସଭାକୁ ପେପରଲେସ କରିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହ ଚଳିତ ବଜେଟ ମଧ୍ୟ ଅନଲାଇନରେ ହେବ । ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ ହେବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post