ସେରମ ଇନଷ୍ଟିଚ୍ୟୁଟରେ ନିଆଁ

ପୁଣେ(ବସୁନ୍ଧରା) ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଲାଗିଗଲା ନିଆଁ । ବିଲ୍ଡିଂର ୨ୟ ମହାଲାରେ ଲାଗିଛି ଏହି ନୂଆ । ବିସିଜି ଟିକା ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦମକଳ ବିଭାଗର ୮ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.