କଟକ ଏମ୍‌ସ ପ୍ଲସ ପରେ ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ଭୁବନେଶ୍ବର() ପୁରୀ ଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର, ବିଶ୍ୱ ଐତିହ୍ୟ ସହର, ଏକାମ୍ରକ୍ଷେତ୍ର ଯୋଜନା, କଟକ ଏମ୍‌ସ ପ୍ଲସ ଆଦି ପରେ ଏବେ ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ଆଜି ସମ୍ବଲପୁର ଓ ରାଉରକେଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ସହ ବରିଷ୍ଠ ଆଇଏଏସ୍‌ ଅଧିକାୀରୀ ରହିଛନ୍ତି। ଫୋକସ୍‌ରେ ମା’ ସମଲେଶ୍ୱରୀ ମନ୍ଦିର ଓ ରାଉରକେଲରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ୍‌ । ସମଲେଶ୍ୱରୀ ମନ୍ଦିରର ଡେଭଲପମେଣ୍ଟ ପ୍ଲାନ୍‌ ଓ ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ୍‌ କାମର ଅନୁଧ୍ୟାନ କରିବେ ।

Leave A Reply

Your email address will not be published.