କଟକ,(ବସୁନ୍ଧରା): ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ ପ୍ରତିବାଦରେ ରାସ୍ତାରେ ବସିଲେ ମହିଳା। ଓଏମ୍ପି ଠାରେ କଟକ-ପାରାଦୀପ ରାସ୍ତା ଅବରୋଧ କଲେ ପୋଲିସ୍ ପରିବାର। ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦିଆଯାଇଛି ।ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ ଧାରଣାରେ ବସିଛନ୍ତି ଶତାଧିକ ମହିଳା । ଫଳରେ କଟକ- ପାରାଦୀପ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ୧୫୬ଟି ପୋଲିସ ପରିବାରକୁ ତୁରନ୍ତ ଘର ଛାଡିବାକୁ ନୋଟିସ୍ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post