ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିଦେ୍ର୍ଧଶକ୍ରମେ ଦଳବିରୋଧୀ କାର୍ଯ୍ୟ
ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଶ୍ରୀ ଭଗବାନ ନାୟକଙ୍କୁ
ପ୍ରାଥମିକ ସଦସ୍ୟ ପଦରୁ ନିଲଙ୍କନ କରାଗଲା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ସୁଚନା
ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post