ଭୁବନେଶ୍ୱର(ବସୁନ୍ଧରା) ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ବରିଷ୍ଠ ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ରାଜ୍ୟ ସରକାର ଓପିଏସସିର ସଦସ୍ୟ ଭାବେ ଅବସ୍ଥାପିତ କରିଛନ୍ତି। ନିରଞ୍ଜନ ସାହୁ ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି। ଅବସର ନେବା ପରେ ସେ ୨ ବର୍ଷ ପର୍ୟ୍ୟନ୍ତ ଓପିଏସସିର ସଦସ୍ୟ ଭାବେ ପୁଣି କାର୍ୟ୍ୟ କରିବେ। ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ ପାଇଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓପିଏସସିକୁ କିପରି ସୁପରିଚାଳନା କରିବେ ତା ଉପରେ ଗୁରୁତ୍ୱ ଦେବେ ବୋଲି ନିରଞ୍ଜନ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post