କଟକ (ବସୁନ୍ଧରା): ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ କଟକ ସଦର ବ୍ଲକ ଫକୀରପଡା ପଂଚାୟତର କାଳୀମନ୍ଦିର ଠାରେ ପାଳନ କରାଯିବାସହ କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଜଗତସିଂହପୁର ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯିବା ସମୟରେ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ନାରିନେତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟିରେ ଅନୁଷ୍ଠିତଏହି ମହାପର୍ବରେ ଅମ୍ବିକା ଶତପଥୀ,ମମତା ନାୟକ, ପର୍ବତୀ ରାଉତ,ପ୍ରକାଶ କୁମାର ସ୍ୱାଇଁ,ରବୀନ୍ଦ୍ରନାଥ ସ୍ୱାଇଁ,ବିଦୁଲତା ନାୟକ,ଭଗବାନ ସାହୁ, ଲଷ୍ମୀଧର ସାହୁ,ବିପ୍ର ବେହେରା,ବାଇନ ବେହେରା,ରାକେଶ ବେହେରା,ସୁଦୀପ ସ୍ୱାଇଁ,ଧର୍ମପଦ ବାରିକ,କାଳନ୍ଦୀ ଚରଣ ଭଟ୍ଟ,ଜଗନ ନନ୍ଦ,ପପୁ ସାହୁ,ଶ୍ରୀମତୀ ମଲ୍ଲିକ,ପ୍ରଦୀପ କୁମାର ଭୋଇ,ରାଧେଶ୍ୟାମ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଉପସ୍ଥିତଥିଲେ !
Sign in
Sign in
Recover your password.
A password will be e-mailed to you.