ଅଯୋଧ୍ୟାରେ ହେବ ଭବ୍ୟ ମସଜିଦ

ନୂଆଦିଲ୍ଲୀ() ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ଏବେ ପ୍ରସ୍ତାବିତ ମସଜିଦର ଡିଜାଇନ ମଧ୍ୟ ଜାରି ହୋଇଛି । ଏହାର ନିର୍ମାଣ ଅଯୋଧ୍ୟାର ଧନ୍ନିପୁରରେ ୫ ଏକର ଜମିରେ ହେବ । ଏଥିରେ ଏକ ହସ୍ପିଟାଲ ମଧ୍ୟ ରହିବ । ଏହି ଅତ୍ୟାଧୁନିକ ମସଜିଦର ଡିଜାଇ ଜାମିଆ ମିଲିଆ ଇସଲାମିଆର ସ୍ଥପତି ପ୍ରଫେସର ଏସ.ଏମ.ଅଖତର ପ୍ରସ୍ତୁତି କରିଛନ୍ତି । ଏହା ବାବି୍ର ମସଜିଦର ଢ଼ାଞ୍ଚାଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଏବଂ ଏହାକୁ କୌଣସି ସମ୍ରାଟ କିମ୍ବା ରାଜାଙ୍କ ନାମରେ ରଖାଯିବ ନାହିଁ ।

Leave A Reply

Your email address will not be published.