ଆକାଶଙ୍କ ରିମାଣ୍ଡ ଅବଧି ଶେଷ ,ଆସନ୍ତୁ ଜାଣିବା କଣ ଥିଲା ପ୍ରତିକ୍ରିୟା ।

ଭୁବନେଶ୍ୱର, () ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ କିଛିଦିନ ପୂର୍ବରୁ କମିଶନରେଟ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଆଜି ଆକାଶଙ୍କ ରିମାଣ୍ଡ ଅବଧି ସମାପ୍ତ ହୋଇଯାଇଛି । ତେଣୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ଆକାଶଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କମିଶନରେଟ ପୋଲିସ ଆକାଶକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ବିମାନ ଭଡ଼ା କିଛି ଦେଇ ଆଉ କିଛି ବକେୟା ରଖିଥିଲେ । ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଚମକ ଦେଉଥିବା ସ୍କାଏକିଙ୍ଗ ତରଫରୁ ଅଭିଯୋଗ କରାଯାଇଥିଲା ।

ତେବେ ରିମାଣ୍ଡ ସମୟରେ କମିଶନରେଟ ପୋଲିସ ଆକାଶଙ୍କୁ ଜେରା କରିଥିଲା । ଜେରାରେ ପୋଲିସ ଆଗରେ କିଛି ସ୍ୱୀକାର କରିନଥିବା ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି

Leave A Reply

Your email address will not be published.