ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି ୫T ସଚିବ ଭି.କେ. ପାଣ୍ଡିଆନ୍ ।

କେନ୍ଦ୍ରାପଡା (ବସୁନ୍ଧରା ):୫T ସଚିବ IAS ଭି.କେ. ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି । ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଅଞ୍ଚଳ ସେ ବୁଲି ଦେଖିଛନ୍ତି । ଆଖଡ଼ାଶାଳିରେ ନଦୀ ଭିତ୍ତିକ ବନ୍ଦର ଅଞ୍ଚଳ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି. କେ. ପାଣ୍ଡିଆନ । ତାଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.