ପଳାଷବଣିଆ ଅଞ୍ଚଳରେ ଗଞ୍ଜେଇ ଚାଷ ।ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ ।

ଅନୁଗୁଳ( ବସୁନ୍ଧରା ) :ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ ପଳାସବଣିଆ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷ ବଗିଚା ଉପରେ ରବିବାର ଅନୁଗୋଳ ଅବକାରୀ ବିଭାଗ,ତଥା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏଥିରେ ପ୍ରାୟ ୦.୬୦ ଏକର ଜଙ୍ଗଲ ଜାଗାରେ କରାଯାଇଥିବା ଗଞ୍ଜେଇ ଚାଷ ବଗିଚା ମଧ୍ୟରୁ ୭୦ଟି ପରିପକ୍ୱ ଗଞେଇ ଗଛ କାଟିବା ସହ ନିଆଁ ଲଗାଇ ପୋଡି ନଷ୍ଟ କରିଦିଆଯାଇଥିଲା ।

ଅନୁଗୁଳରୁ ସଞ୍ଜୟ ଦାସଙ୍କ ରିପୋର୍ଟ।

Leave A Reply

Your email address will not be published.