ନବନିଯୁକ୍ତ ଛାତ୍ର ସଭାପତି ଇଂ ସମିତ କୁମାରଙ୍କୁ ଶୁଭେଚ୍ଛାର ସୁଅ


ଜଗତସିଂପୁର (ବସୁନ୍ଧରା) ଆଜି ଜଗତସିଂପୁର ଜିଲ୍ଲା ବିଜୁ ଜନତା ଦଳର ନବନିଯୁକ୍ତ ଛାତ୍ର ସଭାପତି ଇଂ ସମିତ କୁମାର ଲେଙ୍କାଙ୍କ ଜନ୍ମଦିନ । ଏହି ଅବସରରେ ଦଳର ଅନେକ କର୍ମୀ ଓ ନେତାଙ୍କ ସୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବଳରାମପୁର ପଞ୍ଚାୟତ ୧୭ ନମ୍ବର ୱାର୍ଡର ବିଜୁ ଛାତ୍ର ନେତା ସାରଦା ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ ଅନେକ ଛାତ୍ରକର୍ମୀ ନବନିଯୁକ୍ତ ଛାତ୍ର ସଭାପତି ଇଂ ସମିତ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.