ମାହାଙ୍ଗା () ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତର ଲଳିତଗିରି ଗ୍ରାମର ୫ନଂ ୱାଡ୍ ରେ ଦଳିତସାହିରେ ଚାଳିଛି ରାସ୍ତାକାମ ।ଏହି ରାସ୍ତା କାମର ଶ୍ରେୟ ଅଞ୍ଚଳବାସୀ ମାନେ ଦେଉଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ।ଦିର୍ଘଦିନଧରି ରାସ୍ତାର ଅବସ୍ତା ବହୁତ ଶୋଚନୀୟ ଥିଲା ।ଏହି ରାସ୍ତାରେ ଲୋକମାନଙ୍କ ଜାତାୟତ ପାଇଁ ବହୁତ ଅସୁବିଧା ହେଉଥିଲା।ଏମିତିକି ଦୁଇଚକିଆ ଯାନଟିଏ ଉପରକୁ ଯିବାକୁ ବହୁତ କଷ୍ଟହେଉଥିଲା।ମାହାଙ୍ଗାର ମାନ୍ୟବର ବିଧାୟକ ପ୍ରତାପ ଜେନା ଏହି ଦଳିତସାହିକୁ ବୁଲିବାକୁ ଯାଇଥିଲେ ଏବଂ ସେଠାକାର ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ରାସ୍ତାଟିକୁ ପୁର୍ଣ୍ଣଉଦ୍ଧାର କରିବାପାଇଁ।ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେସକ୍ରମେ ଏହି ରାସ୍ତାକାମ ଆରମ୍ଭହେବାରୁ ଅଞ୍ଚଳବାସୀ ମନ୍ତ୍ରୀଙ୍କୁ ଶ୍ରେୟ ଜଣାଇବା ସହିତ ଧନ୍ୟବାଦ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.