ପରୀ ହତ୍ୟାକାଣ୍ଡ : ଏସଆଇଟିର ସ୍କାନରରେ ୨୧୦ ଜଣଙ୍କ ପ୍ରୋଫାଇଲ

ନୟାଗଡ଼, () ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ଆଜି ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି । ତେବେ ଏସଆଇଟିର ସ୍କାନରରେ ରହିଥିବା ୨୧୦ ଜଣଙ୍କ ପ୍ରୋଫାଇଲ ପ୍ରସ୍ତୁତ କରାଯାଇଛି । ଖବରରୁ ଜଣାପଡ଼ିଛି ଯେ, ଏସଆଇଟି ସମସ୍ତଙ୍କ ଗତିବିଧିକୁ ଅନୁଧ୍ୟାନ କରି ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଛି ।

Leave A Reply

Your email address will not be published.