ନୂଆ ସଂସଦ ଭବନର ଭୂମି ପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, () ନୂଆ ସଂସଦ ଭବନର ଭୂମି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆଜି ଏହାକୁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବନର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ତେବେ ସୂଚନା ଅନୁଯାୟୀ, ନବନିର୍ମିତ ସଂସଦ ଭବନର ସମସ୍ତ କାର୍ଯ୍ୟ ୨୦୨୨ ମସିହା ସୁଦ୍ଧା ସମାପ୍ତ ହେବ । ନୂଆ ସଂସଦ ଭବନରେ ଲୋକସଭା ସାଂସଦଙ୍କ ପାଇଁ ୮୮୮ଟି ସିଟ୍ ଓ ରାଜ୍ୟସଭା ସାଂସଦଙ୍କ ପାଇଁ ୩୮୪ଟି ସିଟ୍ ରହିବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.

one × 4 =