ଭୁବନେଶ୍ୱର, () ଏମବିବିଏସ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ୨୦୨୧-୨୪ ଶିକ୍ଷାବର୍ଷରେ ହେବାକୁ ଥିବା ପରୀକ୍ଷା ନେଇ ଏହି ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକଙ୍କୁ ଚିଠି ମଧ୍ୟମରେ ଅବଗତ କରାଯାଇଛି । ତେବେ କେଉଁ ପରୀକ୍ଷା ହେବେ ହେବ, ସେନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ସେମିଷ୍ଟର, ପିଜି କୋର୍ସ, ପ୍ରାକ୍ଟିକାଲ କେବେ ହେବ ତାହାର ଏକ ତାଲିକା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post