ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର, () ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୱିଟରେ ଟ୍ୟାଗ୍ କରିଛନ୍ତି । ଏହି ପ୍ରକ୍ରିୟା ଶୀଘ୍ର ତ୍ୱରାନିତ ହେବ ଦରକାର ବୋଲି ସେ କହିଥିଲେ । ଗତବର୍ଷ ଅପେକ୍ଷା ଏ ବର୍ଷ ଧାନ କିଣା ଧୀର ରହିଥିବା ସେ ସ୍ୱିଟ୍ କରିଥିଲେ । ତେବେ ଉକ୍ତ ୩ଟି ଜିଲ୍ଲା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ରହିଥିବା ସେ କହିଥିଲେ ।

Leave A Reply

Your email address will not be published.