ଆଜି ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ, () ଆଜି ସନ୍ଧ୍ୟା ୫ଟାରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ନେତାମାନେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନେତାମାନଙ୍କ ମଧ୍ୟରେ ଶରଦ ପାୱାର, ରାହୁଲ ଗାନ୍ଧି, ସୀତାରାମ ୟେଚୁରୀ, ଡି.ରାଜା ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.