ଭୁବନେଶ୍ୱର, () ରାଜ୍ୟରେ କରୋନରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୯ ରେ ପହଞ୍ଚିଛି । ରାଜ୍ୟରେ ଆଉ ୩୮୬ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩ ଚିହ୍ନଟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୨୯୯କୁ ବୃଦ୍ଧି । ୩ ଲକ୍ଷ ୧୬ ହଜାର ୯୭୦ ସୁସ୍ଥ, ୩ ହଜାର ୪୮୭ ଚିକିତ୍ସିତ ।
Sign in
Sign in
Recover your password.
A password will be e-mailed to you.