କଳାହାଣ୍ଡି () ଲାଞ୍ଚ ନେବା ବେଳେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ସିଡିପିଓ । ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ କୋକସରା ସିଡିିପିଓ ଜୟନ୍ତୀ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଙ୍ଗନବାଡି କର୍ମୀଙ୍କ ଦରମା କରାଇଦେବାକୁ ନେଉଥିଲେ ଲାଞ୍ଚ । ବନ୍ଦ ହୋଇଥିବା ଦରମା ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ ।
Sign in
Sign in
Recover your password.
A password will be e-mailed to you.