ଫାରମାସିଷ୍ଟଙ୍କ ଦ୍ବାରା ପରିଚାଳିତ ହେଉଛି ଡାକ୍ତରଖାନା

ନାଗପୁର,ଗୋପ () ନାଗପୁରଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଫାରମାସିଷ୍ଟଙ୍କ ଦ୍ବାରା ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି । ଦିନ ବାରଟା ପରେ ଡାକ୍ତରଖାନା ବନ୍ଧ ହୋଈଯାଉ ଥିବାରୁ ଲୋକମାନେ ନାହିଁ ନଥିବା ଦୃଦଷାର ସମୁଁଖିନ ହେଉଛନ୍ତି ା ତେଣୁ ନାଗପୁର ଅଞ୍ଚଳରେ ସ୍ବସ୍ଥ୍ୟବ୍ୟବସ୍ଥାର ଅନେକ୍ମ ସମାସ୍ୟ ଦେଖା ଦେଉଛି ।
ନାଗପୁରବାସିମାନେ ନିୟମିତ ଡାକ୍ତରଙ୍କ ଉପସ୍ତିତି ଓ ଉପରବେଳା ବା ମଧ୍ୟନ ଭୋଜନପରେ ଡାକ୍ତରଖାନା ଖୋଲା ରହିବା ଓ ରାତ୍ରିରେ ଜରୁରିକାଳିନ ଚିକ୍ରିର୍ସା ପାଈଁ ଡାକ୍ତରଖାନା ଖୋଲା ରଖିବାକୁ ଦାବିକରି୍ମଆସୁଛନ୍ତି ।
ଗୋପରୁ ସୁଶିଲ୍ କୁମାର ପାାଣିଙ୍କ

Leave A Reply

Your email address will not be published.