ଭୁବନେଶ୍ୱର() ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପାଠକ ବାପ-ପୁଅଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇଥିଲେ ପ୍ରଦୀପ।ପ୍ରଦୀପଙ୍କୁ ଦଳରୁ ବହିଷ୍କୃତ କଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ ।
Sign in
Sign in
Recover your password.
A password will be e-mailed to you.