ଭାରତୀୟ ଜନତା ପାର୍ଟିର ଅଗ୍ରଣୀ ନେତା ଲକ୍ଷ୍ମୀଧର ବେହେରାଙ୍କ ପରଲୋକ

ହିନ୍ଦୋଳ () ପୂରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ମହାମାରୀ ଯୁଦ୍ଧରେ ହାରିଗଲେଣି । ଦିନ ପରେ ଦିନ ବିତିଗଲାଣି, ଅନେକ ଜୀବନ ବି ଗଲାଣି , ହେଲେ କରୋନା ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି । ସରକାରୀ ତଥ୍ୟ ଅନୁସାରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହେବାର ନା ଧରୁନାହିଁ ।

ସେପଟେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ଅଗ୍ରଣୀ ନେତା ଲକ୍ଷ୍ମୀଧର ବେହେରାଙ୍କ ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

Leave A Reply

Your email address will not be published.